ଆୟୁର୍ବେଦର ସାମଗ୍ରିକ ଆରୋଗ୍ୟ କ୍ଷମତା ଅଛି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କରୋନାଭାଇରସ୍ ରୋଗ ପ୍ରତିକାର ଏବଂ ଚିକିତ୍ସାରେ ଆୟୁର୍ବେଦୀୟ ଉପଚାରକୁ ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସମର୍ଥନ କରିବା ସହ ସେଥିରେ ଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଗୁଣର ପ୍ରଶଂସା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଜଣେ ବ୍ୟକ୍ତି ପଚାରିଥିଲେ- କୋଭିଡ୍-୧୯ ଚିକିତ୍ସା ଲାଗି ଆୟୁର୍ବେଦ ଔଷଧରେ ଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଗୁଣର ସାମର୍ଥ୍ୟ ପ୍ରମାଣିତ ହୋଇ ନ ଥିଲେ ବି କାହିଁକି ବିଭିନ୍ନ … Continue reading ଆୟୁର୍ବେଦର ସାମଗ୍ରିକ ଆରୋଗ୍ୟ କ୍ଷମତା ଅଛି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ